https://kanaknews.com/accused-of-major-gst-fraud-in-rourkela/
ପୁଣି ରାଉରକେଲାରୁ ଆସିଲା ବଡ ଧରଣର ଜିଏସଟି ଠକେଇ ଅଭିଯୋଗ । ନକଲି କମ୍ପାନୀ ଖୋଲି ଜାଲ୍ ଆକାଉଂଟ ମାଧ୍ୟମରେ ୧୨ କୋଟି ଟଙ୍କାର ହଡପ । ପୂର୍ବରୁ ବି ଧରାପଡିଛି ଅନେକ ଠକ ।